Site icon Awaj Media

ଆନନ୍ଦ ଉଲ୍ଲାସର ସହିତ ବିଂଝାରପୁର ଇଦ୍-ଉଲ୍-ଫିତର୍ ପାଳିତ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନନ୍ଦ ଉଲ୍ଲାସର ସହିତ ବିଂଝାରପୁର ରେ ପାଳିତ ହୋଇଯାଇଛି ଇଦ୍-ଉଲ୍-ଫିତର୍ ପର୍ବ ! ସାମୂହିକ ନମାଜ୍ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ମୁସଲିମ୍ ସଂପ୍ରଦାୟର ଭାଇ !

Exit mobile version