Site icon Awaj Media

ବିଣ୍ଡିପୁରରେ ଫୁଟିଲା ଡିନାମାଇଟ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା କଣାସ ବ୍ଲକର ବିଣ୍ଡିପୁର ଗ୍ରାମର ଗୋଦାବରୀ ପାଲଟ୍ଟାସିଂହଙ୍କ ଘରେ ରାତ୍ରି ୩ ଟାରେ କୌଣସି ଦୁବୃର୍ତ୍ତ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି । ଗାଁ ଲୋକେ ଓ ଗୋଦାବରୀ ପାଲଟାସିଂହ କହୁଛନ୍ତି ଡିନାମାଇଟ ଫୁଟାଯାଇଛି । ଗଡିଶଗୋଦା ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ମନ୍ଥର ଗତିରେ ଚାଲିଛି । ଗଡିଶଗୋଦା ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Exit mobile version