ମଜବୁତ ହେଉଛି ସଂଗଠନ : ବଢୁଛି ସଦସ୍ୟ ସଂଖ୍ୟା , ଶକ୍ତି ଏବଂ ଏକତା !!! Awaj Media 3 years ago Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ପରିଚାଳନା କମିଟି ବୈଠକ ଏବଂ କମିଟି ସମ୍ପ୍ରସାରଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି !