Site icon Awaj Media

କଣାସ ଉଚ୍ଚ ବିଦ୍ୟାଳୟ ର 75 ତମ ବାର୍ଷିକ ଉତ୍ସବ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : କଣାସ ଉଚ୍ଚ ବିଦ୍ୟାଳୟ ର 75 ତମ ବାର୍ଷିକ ଉତ୍ସବ ! ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ l ଗତକାଲି ସନ୍ଧ୍ୟାରେ ପୁରୀ ଜିଲ୍ଲା କଣାସ ଉଚ୍ଚ ବିଦ୍ୟାଳୟ 75 ତମ ବାର୍ଷିକ ଉତ୍ସବ ଦ୍ଵିତୀୟ ସନ୍ଧ୍ୟା ରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ମହେନ୍ଦ୍ର ସିଂ, ଦେବୀପ୍ରସାଦ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ, ପ୍ରଫୁଲ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସରକାର ମାଗଣା ଚାଉଳ ବଦଳରେ ଯଦି ମାଗଣାରେ ଶିକ୍ଷା ଉପକରଣ ଯୋଗାଇ ଦିଅନ୍ତେ ତେବେ ଗାଁ ଗହଳି ପିଲାମାନେ ଅଧିକ ଶିକ୍ଷା ପାଇବାର ସୁଯୋଗ ପାଇ ପାରନ୍ତେ ବୋଲି କହିଥିଲେ l

Exit mobile version