Site icon Awaj Media

ସୁଦର୍ଶନ ଡିଗ୍ରୀ ମହାବିଦ୍ୟାୟ +୩ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାୟ + ୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡକ୍ତର ବିଜୟ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ବରିଷ୍ଠ ଅଧ୍ୟାପକ ବିଜୟ କୁମାର ସାହୁ, ଗଣେଶ୍ୱର ଦାଶ, ବିରଞ୍ଚି ମହାପାତ୍ର, ସ୍ମୃତିସ୍ମିତା ବିଭୁତି ରାୟ, ରୂପାନନ୍ଦା କାନୁନଗୋ, ସଂଘମିତ୍ରା ବିଶ୍ଵାଳ, ଜ୍ୟୋତିମୟୀ ନାୟକ, ଦିପ୍ତିମୟୀ ବେହେରା ପ୍ରମୁଖ ଯୋଗଦେଇ ପିଲାଙ୍କୁ ମୂଲ୍ୟବାନ ମତାମତ ପ୍ରଦାନ କରିବା ସହ ପିଲା ମାନଙ୍କର ମଙ୍ଗଳ କାମନା କରିଥିଲେ। ସର୍ବ ଶେଷରେ ସୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version