ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭୀମପୁର ହରିଜନ ସାହିର ବିଭତ୍ସ ହତ୍ୟା ଘଟଣା : ଅଭିଯୁକ୍ତ କୁ ଗିରଫ କଲା ବାଣପୁର ପୋଲିସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହି ଦାଣ୍ଡରେ ଗୁରୁବାର ରାତିରେ…

ଆମ ରିପୋଟରଗଜପତିଜିଲ୍ଲା

ଗାରବନ୍ଧରେ ନୃତ୍ୟ ବିିଦ୍ୟାଳୟ ଉଦ୍‌ଘାଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ନୃତ୍ୟ ବିିଦ୍ୟାଳୟ ଉଦ୍‌ଘାଟିତ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ରେ ପୁଣି ଲାଲ୍ ତାଣ୍ଡବ : ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ ।…

ଆମ ରିପୋଟରଗଜପତିଜିଲ୍ଲା

ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘ ଗଜପତି ଶାଖା ତରଫରୁ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘ ଗଜପତି ଶାଖା ର ପାଞ୍ଚ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

କେନ୍ଦ୍ରାପଡ଼ାରେ ବିଜୁ ସ୍ମାର୍ଟ ପାର୍କ ଉଦଘାଟନ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ପୌରାଅଞ୍ଚଳର ତିନିମୁହାଣି ଉଦୟନଗର ଠାରେ ନୂତନ ଭାବରେ ନିର୍ମିତ ବିଜୁ ସ୍ମାର୍ଟ…

ଆମ ରିପୋଟରଗଜପତିଜିଲ୍ଲା

ପାରଳା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ ! ପାରଳା ବିଦ୍ୟୁତ ଡିଭିଜନ ଅଧୀନରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଭୀମପୁର ହରିଜନ ସାହି ଗାଁ ଦାଣ୍ଡରେ ବଡ ଭାଇକୁ ବିଭତ୍ସ ହତ୍ୟା : ସାନଭାଇ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଇ ଭାଇ ନିଜ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ଜଣେ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଇଟାମାଟି ପଞ୍ଚାୟତର ୨୦ ବିଜେପି କର୍ମୀ ବିଜେଡିରେ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଜୁ ଜନତା ଦଳର ନୀତି ଓ ଆଦର୍ଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନୟାଗଡ଼…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜୀବନ ଜୀବିକା ହରାଉଛନ୍ତି ଚିଲିକା ଅଞ୍ଚଳ ମତ୍ସ୍ୟଜୀବି : ଆନ୍ଦୋଳନ ପାଇଁ ସଜବାଜ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ଲାଗି ସମଗ୍ର ଚିଲିକା ରହିଥବା ବେଳେ ତା…

ଆମ ରିପୋଟରଜିଲ୍ଲାଯାଜପୁର

ସରକାରୀ ସୁବିଧା ସୁଯୋଗ ମିଳିବା ପର୍ଯ୍ୟନ୍ତ ବାଟାଲିୟନ ପକ୍ଷରୁ ମିଳିବ ସହାୟତା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅସହାୟ ଦମ୍ପତିଙ୍କୁ ସହାୟତାର ହାତ ବଢ଼ାଇଲେ ଦୁର୍ଗପତି ! ସୁକିନ୍ଦା ଅଞ୍ଚଳର ଜଣେ ଅସହାୟ…