ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ନ୍ୟାସନାଲ ହକର ଫେଡେରେସନ୍ ତରଫରୁ ସଚେତନତା ଶୋଭାଯାତ୍ରା !!! Awaj Media 3 years ago Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ନ୍ୟାସନାଲ ହକର ଫେଡେରେସନ୍ ତରଫରୁ ରାଜଧାନୀରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି !