Site icon Awaj Media

ଟ୍ରେନ ଦୁର୍ଘଟଣା ରେ ଆହତ ଙ୍କ ଚିକିତ୍ସା ପାଇଁ ରକ୍ତଦାନ କଲେ ଅଭିନେତା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଟ୍ରେନ ଦୁର୍ଘଟଣା ରେ ଗୁରୁତର ଆହତ ଙ୍କ ଚିକିତ୍ସା ପାଇଁ ସାରା ରାଜ୍ୟରେ ବିଭିନ୍ନ ବର୍ଗର ଯୁବକ ଯୁବତୀ ମାନେ ସବୁ ରକ୍ତ ଭଣ୍ଡାର ରେ ରକ୍ତଦାନ କରୁଥିବା ବେଳେ ଆଜି ରାଜଧାନୀ ରକ୍ତ ଭଣ୍ଡାର ରେ ଆସି ରକ୍ତଦାନ କରିଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ । ରକ୍ତଦାନ ଏକ ସାମାଜିକ ଦାୟିତ୍ଵ ଏବଂ ନିୟମିତ ରକ୍ତଦାନ କରନ୍ତି ବୋଲି ଆଜି ରକ୍ତଦାନ ବେଳେ କହିବା ସହିତ ବର୍ତମାନ ପରିସ୍ଥିତିରେ ସମସ୍ତେ ଏଥିପାଇଁ ଆଗେଇ ଆସିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି !

 

Exit mobile version