Site icon Awaj Media

ମୁକ୍ତା ଯୋଜନାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ହେବ ସୌନ୍ଦର୍ଯ୍ୟକରଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୁକ୍ତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୌନ୍ଦର୍ଯ୍ୟକରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୬ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ୨୦୪ ଟି ମିସନ ଶକ୍ତିର ମା ମାନେ ଉପକୃତ ହୋଇ ପାରିବେ । ଏଥି ନିମନ୍ତେ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାର୍ଯ୍ୟକୁ ତଦାରଖ କରି ଭିଡିଓ କନଫରେନସ ମାଧ୍ୟମରେ ମାନ୍ୟବର ୫ଟି ସେକ୍ରେଟାରୀ ଙ୍କୁ ଅନୁରୋଧ କରିଥିଲେ । ସେହିପରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ କୁ ୪ କୋଟି ୪୯ ଲକ୍ଷ ମଞ୍ଜୁର କରିଛନ୍ତି ।

Exit mobile version