Site icon Awaj Media

ପିଲାଙ୍କ ସହ ରଜ ପାଳିଲେ ମନ୍ତ୍ରୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ଠାରେ କୁନି କୁନି ପିଲାଙ୍କ ସହ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଦୋଳି ଖେଳିଲେ । ପିମ୍ପୁଡ଼ିଆ ଗ୍ରାମରେ ଆମ ଗାଁ ରଜ ମୌଜରେ ଯୋଗଦେଲେ ମନ୍ତ୍ରୀ ! ପିଲାଙ୍କ ସହ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ପାଳିଲେ ରଜ । ଆଜି ଓଡ଼ିଆଙ୍କ ଗଣପର୍ବ ରଜର ପ୍ରଥମ ଦିନରେ ସୁକିନ୍ଦା ଅଞ୍ଚଳରେ ମହା ଆଡ଼ମ୍ବରରେ ରଜ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ସେହି ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡ଼ିଆ ଠାରେ କୁନି କୁନି ପିଲାଙ୍କ ସହ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଦୋଳି ଖେଳି ରାଜ ପର୍ବ ପାଳନ କରିଥିଲେ !

Exit mobile version