Site icon Awaj Media

ନୟାଗଡ ରେ ବଢୁଛି ରଜପାନ ର ଚାହିଦା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରଜ ରେ ଉତ୍ସବ ମୁଖର ହୋଇଉଠିଛି ପୁରା ରାଜ୍ୟ ! ପୁରାପଲ୍ଲୀରୁ ଆରମ୍ଭ କରି ସହର ଯାଏଁ ସମସ୍ତେ ରଜ ମଉଜରେ ମସଗୁଲ ! ନୟାଗଡ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ ହେଉଥିବା ବେଳେ , ବଢ଼ିବାରେ ଲାଗିଛି ରଜପାନର ଚାହିଦା !

Exit mobile version