Site icon Awaj Media

ନୟାଗଡ଼ ରେ ୧୮ ତମ ଟାଇକୋଣ୍ଡୋ କଲର ବେଲ୍ଟ ପ୍ରମୋସନ ଟେଷ୍ଟ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମି ର ୧୮ ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନୂଆ ରାଜବାଟି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ଓଡ଼ିଶା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ପରୀକ୍ଷକ ଭାବରେ ପରିକ୍ଷା ପରିଚାଳନା କରିଥିଲେ ! ଏଥିରେ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗ ବେଲ୍ଟର ଯଥା ହ୍ବାଇଟ, ୟଲୋ, ଗ୍ରୀନ, ବ୍ଲୁ, ରେଡ ଇତ୍ୟାଦି ର ପରୀକ୍ଷା ଦେଇଥିବା ଏକାଡେମି ମୂଖ୍ୟ କୋଚ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଜଣାଇଛନ୍ତି ।

Exit mobile version