Site icon Awaj Media

ରଥ ପଥ ପ୍ରସ୍ତୁତ : ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାବାହୁ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଆଜି ପବିତ୍ର ଘୋଷଯାତ୍ରା ! ରତ୍ନ ବେଦୀରୁ ଜନ୍ମ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି ! ରଥ ପ୍ରସ୍ତୁତ , ପଥ ପ୍ରସ୍ତୁତ ! ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳି ଉଠୁଛି ଜଗନ୍ନାଥ ଧାମ ! ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ ଙ୍କୁ ଦେଖିବା ପାଇଁ ବିଶ୍ବର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଭକ୍ତ !

Exit mobile version