Site icon Awaj Media

ସଂଜୀବନୀ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀଙ୍କ ଶ୍ରୀକ୍ଷେତ୍ର ପୁରୀରେ ସେବାକାର୍ଯ୍ୟ !!!

Spread the love

କଟକ ସଦର ( ଆୱାଜ ମିଡିଆ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ଏବଂ ଏଟିଏଚ ଗ୍ରୁପ ଓଡିଶାର ମିଳିତ ପ୍ରୟାସରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟବଣ୍ଟନ, ଜଳ ବଣ୍ଟନ, ବଡ଼ ଦାଣ୍ଡ ସ୍ୱଛତା ନିମନ୍ତେ ସଫେଇ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜସେବୀ ଦୀପକ ଶ୍ରୀବାତ୍ସଵ, ଅବସରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହାନ୍ତି, ପ୍ରଧାନ ଶ୍ରୀକ୍ଷୟତ୍ରି ଅନ୍ନପୂର୍ଣା ସାହୁ, ଏଟିଏଚ ଗ୍ରୁପ ଓଡିଶାର ସଭାପତି ରଘୁନାଥ ପଣ୍ଡା ଉଦଘାଟାନ କରିଥିଲେ l ସଂଗଠନର ସଭାପତି ସୌମ୍ୟରଞ୍ଜନ ଭୂୟାଁ, ସମ୍ପାଦକ ବିକ୍ରମ କେଶରୀ ନାଥ, ସଦସ୍ୟ ରଞ୍ଜନ କୁମାର ସାହୁ, କିଶୋର ଚନ୍ଦ୍ର ଦାସ, ଜ୍ଞାନେନ୍ଦ୍ର ବିଶ୍ୱାଳ, ଗବେଷକ ସାଗର ପ୍ରଧାନ, ଭକ୍ତିପ୍ରସାଦ ମିଶ୍ର, ସଂଗ୍ରାମ ବେହେରା, ବିକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ l

Exit mobile version