Site icon Awaj Media

ପ୍ରକୃତିବନ୍ଧୁଙ୍କ ସହ ବୃକ୍ଷରୋପଣ କରି ପାଳିଲେ ଜନ୍ମଦିବସ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ, କାଠଯୋଡି ନଦୀକୂଳରେ ବଂଶୀଧର ସ୍ମୃତି ଉଦ୍ୟାନରେ ରୋଟ୍ରାକ୍ଟ କ୍ଳବ୍ , କଟକ ସେଣ୍ଟ୍ରାଲର ପୂର୍ବତନ ସଭାପତି ଆଶୁତୋଷ ଦେବତାଙ୍କ ଜନ୍ମ ଦିବସ ଅବସରରେ କ୍ଳବର କର୍ମକର୍ତ୍ତା ଓ ସଦସ୍ୟ ମାନେ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡାଙ୍କ ସହିତ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ମଣିଷ ସମାଜ ବଞ୍ଚି ରହିବା ପାଇଁ ପରିବେଶର ଆବଶ୍ୟକତା ଓ ପରିବେଶ ପ୍ରଦୂଷଣର ଭୟାଭୟତା ଆଜି ଯୁବ ସମାଜ ଉପରେ ପ୍ରଭାବ ପକାଇଛି । ଯାହାକି ଆଜି ଜନ୍ମଦିବସରେ ସାମୁହିକ ବୃକ୍ଷରୋପଣ କରି ପାଳନ କରିବା ଦେଖିବାକୁ ମିଳିଥିଲା ।

Exit mobile version