୧୧ କେଭି ବିଦ୍ୟୁତ୍ ଆଘାତରେ ତିନି ଗାଈ ମୃତ !!! Awaj Media 3 years ago Spread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପୋଲି ଗ୍ରାମରେ ଘଟିଛି ଅଘଟଣ ! ୧୧ କେଭି ବିଦ୍ୟୁତ୍ ଆଘାତରେ ତିନି ଗାଈ ମୃତ ।