କୁନି କୁନି ପିଲାଙ୍କ ବୃକ୍ଷ ରୋପଣ !!! Awaj Media 3 years ago Spread the loveରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମଦର ଟେରେଶା ଏଜୁକେସନାଲ ଇନିଷ୍ଟିଚ୍ୟୁଟ ପିଲାଙ୍କ ଦ୍ୱାରା ସୁବୁଜ ରାୟଗଡା ପାଇଁ ରାସ୍ତା ଦୁଇ ପାଖ ଏବଂ ପଡିଆରେ ବୃକ୍ଷ ରୋପଣ କରାଯାଇଛି ! ଏହି ଚିନ୍ତା ଧାରା ଦେଖି. ସବୁ ମହଲରେ ପ୍ରସଂଶା କରାଯାଉଛି !