Site icon Awaj Media

ଏରଞ୍ଚ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବୟାଳିଶ ମୌଜା ବେଣ୍ଟକାର ପଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ସମେତ ଶିକ୍ଷାବିତ ସ୍ବାଧୀନ ଶେଖର ଷଡଙ୍ଗୀ, ଲଳିତ ରଜଂନ ପତି, ରବିନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ପତି, ଅନୁପମ ପତି, ତରୁଣ ଭୋଇ, ଟିକିମ ଭୋଇ, ବିକାଶ ଭୋଇ, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version