ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ର କେରାଣ୍ଡୀ ପଞ୍ଚୟତ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ କେରାଣ୍ଡୀ ପଞ୍ଚୟତ ର ସରପଞ୍ଚ , ପିଇଓ , ୱାର୍ଡ ମେମ୍ବେର, ଆଶା, ଅଙ୍ଗନବାଡି କର୍ମୀ, ଜିକେଏସ ମେମ୍ବେର, ଏସଏଚଜି ଗ୍ରୁପ ର ସଦସ୍ୟ, ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ସଚେତନତା ସହ ଡେଙ୍ଗୁ, ଡାଇରିଆ , ମ୍ୟାଲେରିଆ ନିରାକରଣ ଉପରେ ଆଲୋଚନା ହୋଇଥିଲା । ପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
କେରାଣ୍ଡୀ ପଞ୍ଚ।ୟତ ପକ୍ଷରୁ ଡେଙ୍ଗୁ, ଡାଇରିଆ , ମ୍ୟାଲେରିଆ ଉପରେ ସଚେତନତା କାର୍ଯ୍ୟକ୍ରମ !!!

