ଇନରହୁଇଲ କ୍ଲବ ଅଫ ଇନଫୋସିଟି ର ହାପି ସ୍କୁଲ ପ୍ରୋଜେକ୍ଟ !!! Awaj Media 3 years ago Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆବାସିକ ବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛି ଅଗ୍ରଣୀ ସାମାଜିକ ସଂଗଠନ ଇନର ହୁଇଲ କ୍ଲବ ଅଫ ରୋଟାରୀ ଇନଫୋସିଟି ! ମିଶନ ହାପି ସ୍କୁଲ ନେଇ ଆରମ୍ଭ କରିଛି ସହଯୋଗ !