Site icon Awaj Media

ବିଶିଷ୍ଟ ହୋମିଓପାଥି ଡାକ୍ତର ଅନନ୍ତ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହ୍ୟାନିମ୍ୟାନ ହୋମିଓପାଥିକ ସେଣ୍ଟର ପକ୍ଷରୁ ବିଶିଷ୍ଟ ହୋମିଓପାଥି ଡାକ୍ତର ତଥା ହ୍ୟାନିମ୍ୟାନ ହୋମିଓପାଥିକ ସେଣ୍ଟର ପ୍ରତିଷ୍ଠାତା ଡା. ଅନନ୍ତ ଚରଣ ପଟ୍ଟନାୟକଙ୍କ ୧୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ତାଙ୍କର ସମାଜ ପ୍ରତି ଥିବା ଅବଦାନକୁ ସମସ୍ତେ ମନେ ପକାଇଥିଲେ । ଆଜି ବି ତାଙ୍କ ଦ୍ଵାରା ଲିଖିତ ହୋମିଓ ବିଧାନ ପୁସ୍ତକ ଘରେ ଘରେ ବେଶ୍ ପରିଚିତ ।

Exit mobile version