Site icon Awaj Media

ଆସନ୍ତା ୨୬ ରେ ଉଦଯାପନୀ ହେବ କ୍ରାନ୍ତିତୀର୍ଥ ସମ୍ମିଳନୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ଆଜାଦି କା ଅମୃତ ମହୋତ୍ସବ ହେବ ! ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ, ଭାରତୀୟ ଫୁଟବଲ ମହାସଂଘ ସଭାପତି ପ୍ରମୁଖ ଯୋଗ ଦେବେ ! ବିଶେଷ କରି ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଲୋକେ ଜାଣି ପାରୁନାହାନ୍ତି , ତେଣୁ ସେମାନଙ୍କୁ ଯୁବପିଢିଙ୍କ ପାଖରେ ପରିଚିତ କରାଇବା ଏବଂ ଭାରତ ସ୍ୱାଧୀନତାର ୭୫ ତମ ବର୍ଷର ସ୍ମୃତି ଏବଂ ଗୌରବମୟ ଇତିହାସ ତଥା ଲୋକ, ସଂସ୍କୃତି ଏବଂ ସଫଳତାକୁ ସ୍ମରଣୀୟ କରିବା ମୁଖ୍ୟ ବୋଲି କଟକ ସ୍ଥିତ ଦ୍ୱାରିକା ହୋଟେଲ ରେ ଆୟୋଜିତ ଏକ ପ୍ରେସମିଟ ରେ ସୂଚନା ଦେଇଛି ଅନୁଷ୍ଠାନ !

Exit mobile version