ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବୀ ଉମେଶ ଖଣ୍ଡେଲୱାଲ ଙ୍କୁ ରାକ୍ଷୀ ବାନ୍ଧିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ! ପବିତ୍ର ରକ୍ଷାବନ୍ଧନ ର ଶୁଭ ଅବସରରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଢଙ୍ଗୀ , ସମାଜସେବୀ ଉମେଶ ଖଣ୍ଡେଲୱାଲ ଙ୍କ ବାସଭବନ କୁ ଯାଇ ହାତରେ ରାକ୍ଷୀବାନ୍ଧି ଆଶୀର୍ବାଦ ପ୍ରଦାନ କରିଥିଲେ |
ସମାଜସେବୀ ଉମେଶ ଖଣ୍ଡେଲୱାଲ ଙ୍କୁ ରାକ୍ଷୀ ବାନ୍ଧିଲେ ସାଂସଦ ଅପରାଜିତା !!!

