Site icon Awaj Media

ପରଲୋକରେ ଗୀତା ମେହେଟ୍ଟା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଚାଲିଗଲେ | କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ବିଶିଷ୍ଟ ଲେଖିକା , ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ଗୀତା ମେହେଟ୍ଟାଙ୍କ ଦିଲ୍ଲୀରେ ଆଜି ଦେହାନ୍ତ ହୋଇଛି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଅଟନ୍ତି । ସେ ଆମେରିକାର ପ୍ରସିଦ୍ଧ ପ୍ରକାଶକ ସ୍ୱର୍ଗତ ମେହେଟ୍ଟାଙ୍କୁ ବିବାହ କରିଥିଲେ । 1943 ମସିହାରେ ଜନ୍ମଗ୍ରହଣ କରିଥିବା ଗୀତା ଭାରତ ଏବଂ କେମ୍ବ୍ରିଜ ୟୁକେ ୟୁନିଭରସିଟିରେ ଶିକ୍ଷା ଲାଭ କରିଥିଲେ । ସେ କରିସ୍ମା କୋଲା, ସାପ ଏବଂ ତିନୋଟି ପୁସ୍ତକ ଲେଖିଥିଲେ !

Exit mobile version