Site icon Awaj Media

ଯୁବ ସାମ୍ବାଦିକ ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ କ୍ଲବ ସଦସ୍ୟ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ର ଯୁବ ସାମ୍ବାଦିକ ଅନନ୍ତ ରଣା ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ କ୍ଲବ ସଦସ୍ୟ ! ଜୟ ମହାବୀର କ୍ରିକେଟ ଟିମ୍ ମନ୍ଦିର ସାହି ବାଙ୍କୀ ପକ୍ଷରୁ ସାମ୍ବାଦିକ ଅନନ୍ତ ରଣାଙ୍କ ଜନ୍ମଦିନ ଅବସରରେ ହରିହର ଭେଟ ନିକଟସ୍ଥ ଜରାନିବାସ ଠାରେ ଅନ୍ତେବାସୀ ମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା । ଏଥିରେ କ୍ଲବର ସଦସ୍ୟ ଚନ୍ଦ୍ରଶେଖର ମହାପାତ୍ର, ସୁରେନ୍ ରଣା, ରାଜେଶ ରଣା, ରୁଦ୍ର ପ୍ରସାଦ ରଣା, ସୁରିଆ ରଣା, ରାକେଶ ମହାପାତ୍ର, ଆଶିଷ ରଣା, ସରୋଜ ରଣା, ମନୋଜ ରଣା, ରାହୁଲ ରଣା, ଅଭିତୋଷ ରଣା ଏବଂ ନିହାର ରଞ୍ଜନ ମହାପାତ୍ର ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Exit mobile version