ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡ଼ିଆ ପଞ୍ଚାୟତରେ ସିଏସପି ସେଣ୍ଟର ଖୋଲିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସିଏସପି ସେଣ୍ଟର ଖୋଲିବା ପାଇଁ ଆବଶ୍ୟକୀୟ ସୂଚନା ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିବାବେଳେ ସଂପୃକ୍ତ ପଞ୍ଚାୟତରେ ସେହି ନିୟମ ପାଳନ କରା ନଯାଇ ସେଥିରେ ଅନିୟମିତତା ହୋଇଥିବା ପଞ୍ଚାୟତର କିଛି ଯୁବକ ଯୁବତୀ ସୁକିନ୍ଦା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ସିଏସପି ବ୍ୟାଙ୍କିଙ୍ଗ ସେବାସଂସ୍ଥା ଖୋଲିବାରେ ଅନିୟମିତତା ଅଭିଯୋଗ !!!

