Site icon Awaj Media

ଇନର ହୁଇଲ କ୍ଲବ ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଇନର ହୁଇଲ କ୍ଲବ ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ ! କଟକ ର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରି ଆସୁଥିବା ସାମାଜିକ ସଂଗଠନ ଇନର ହୁଇଲ କ୍ଳବ ପକ୍ଷରୁ ମହାମାରୀ ଡେଙ୍ଗୁ କୁ ଆଖି ଆଗରେ ରଖି ଏସିବି ମେଡିକାଲ ରକ୍ତକେନ୍ଦ୍ର ଠାରେ ଏକ ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍ବେଛାକୃତ ଭାବରେ ୪୦ ରୁ ଅଧିକ ରକ୍ତଦାତା ଯୋଗଦେଇ ରକ୍ତଦାନ କରିଛନ୍ତି । ରକ୍ତଦାନ ଏକ ମହତ ଦାନ , ଯେ କୌଣସି ମୁହୂର୍ତ୍ତରେ ରକ୍ତର ଅଭାବ ପାଇଁ ଚାଲି ଯାଉଥିବା ଜୀବନ କୁ ବଞ୍ଚେଇ ପାରିବା ବୋଲି ଅନୁଷ୍ଠାନ ର ସଭାପତି ,ସମ୍ପାଦକ ଅନ୍ୟ ସଦସ୍ୟ ମାନେ ଏକତ୍ରିତ ହୋଇ ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ କରିଛନ୍ତି ।।

Exit mobile version