Site icon Awaj Media

ରାଜଧାନୀ ରାଜରାସ୍ତାରେ ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ରାଜରାସ୍ତାରେ ବସି ରହିଛନ୍ତି ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ର ସଦସ୍ୟ ! ଦୀର୍ଘ 78 ଦିନ ଧରି ଆନ୍ଦୋଳନ ଚାଲିଥିଲେ ସୁଦ୍ଧା ଦାବୀ ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର ! ପାଞ୍ଚ ଦଫା ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ! ବିଭିନ୍ନ ପର୍ଯ୍ୟାୟରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ହେଲେ ସୁଫଳ ମିଳି ନାହିଁ ! ତେବେ ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା !

Exit mobile version