Site icon Awaj Media

ରାଜଧାନୀରେ ଆୱାଜ ମିଡ଼ିଆ ର ପ୍ରତିନିଧି ସମ୍ମିଳନୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : ଦିନକୁ ଦିନ ଡିଜିଟାଲ ମିଡ଼ିଆ ର ଚାହିଦା ବଢି ଚାଲିଥିବା ସମୟରେ , ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ସବୁ ଉପରେ ବଢିବାରେ ଲାଗିଛି ଦାୟିତ୍ୱବୋଧ ! 2020 ମସିହା ଠାରୁ ଡିଜିଟାଲ ମିଡିଆରେ ଖବର ପ୍ରସାରଣ ଜାରି ରଖିଛି ଆୱାଜ ମିଡ଼ିଆ ! ସୋସାଲ ମିଡ଼ିଆର ସମସ୍ତ ପ୍ଲାଟଫର୍ମ ରେ ଖବର ପ୍ରସାରଣ କରୁଥିବା ଆୱାଜ ମିଡିଆରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କର ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆଜି ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି !

Exit mobile version