Site icon Awaj Media

କଳିଙ୍ଗନଗର ସ୍ଥିତ ବିଭିନ୍ନ କମ୍ପାନୀ ପରିଦର୍ଶନ କରିଛନ୍ତି ବିଧାନସଭା ଗୃହ କମିଟି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଧାନସଭା ଗୃହ କମିଟିର ପରିବେଶ ଯାଞ୍ଚ କମିଟିର ସଦସ୍ୟ ମାନେ କଳିଙ୍ଗନଗର ସ୍ଥିତ ବିଭିନ୍ନ କମ୍ପାନୀ ପରିଦର୍ଶନ କରିଛନ୍ତି । ବିଧାୟକ ନାଉରୀ ନାଏକ, ବିଧାୟକ ସୁକାନ୍ତ ନାଏକ କମିଟିର ମୁଖ୍ୟ ମୋହନ ଚରଣ ମାଝି, ଓଡିଶା ସରକାରଙ୍କ ବହୁ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଆସି କଳିଙ୍ଗନଗର ସ୍ଥିତ ବିଭିନ୍ନ କମ୍ପାନୀ ପରିଦର୍ଶନ କରି ପ୍ରଦୂଷଣ ସମ୍ବଦ୍ଧୀୟ ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।

Exit mobile version