Site icon Awaj Media

କଳାପଥର ରେ ମହାଆଡମ୍ବରରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା !!!

Spread the love

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : କଳାପଥର ରେ ମହାଆଡମ୍ବରରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା ! କଳାପଥର ମୁଖ୍ୟ ବଜାର ଦୁର୍ଗାମଣ୍ଡପ ରେ ମହିଷାମର୍ଦିନୀ ମା ଦୁର୍ଗା ପୂଜା ପାଉଥିବା ବେଳେ ଦୁର୍ଗା ବଜାର ପରିସରରେ ତ୍ରିନାଥ ମେଢ, ଜଗନ୍ନାଥ ମେଢ, କଳାପଥର ମୁଖ୍ୟ ବଜାରରେ ବିଷ୍ଣୁ ମେଢ, ମସଜିଦ ଛକ ନିକଟରେ ଗଣେଶ ମେଢ, ଦୁର୍ଗା ମାଧବ ମେଢ, ଜୁବୁଲି ମାର୍କେଟରେ ହନୁମାନ ମେଢ, ନୃସିଂହ ବଜାର ରେ ନୃସିଂହ ମେଢ, ବସଷ୍ଟାଣ୍ଡ ପରିବା ମାର୍କେଟରେ ରାଧାକୃଷ୍ଣ ମେଢ , ଗୋଲେଇଛକ ଲକ୍ଷ୍ମୀ ବଜାରରେ ଲକ୍ଷ୍ମୀ ମେଢ, କଳାପଥର ଗୋଲେଇ ଛକରେ ରାମ ଅଭିଷେକ ମେଢ, ବୈଦେଶ୍ୱର ରୋଡ ହନୁମାନ ବଜାର ରେ ହନୁମାନ ମେଢ, ଗୋଲେଇ ଛକ ହନୁମାନ ବଜାର ରେ ହନୁମାନ ମେଢ, ବ୍ଯାଙ୍କ ଛକ ପରିବା ମାର୍କେଟ ରେ ଲକ୍ଷ୍ମୀ ନାରାୟଣ ମେଢ ଆଦି ହୋଇଥିବା ବେଳେ ପୂଜା ମଣ୍ଡପ ଗୁଡିକ ବେଶ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳିଛି ।

Exit mobile version