ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗଣପର୍ବ କୁମାରୋତ୍ସବ ଅବସରରେ ଆୟୋଜିତ ହେଉଥିବା ବାଙ୍କୀ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସାରିଛି ! 2000 ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ 24 ବର୍ଷରେ ପାଦ ଥାପିଛି ! ବାଙ୍କୀ ର ଐତିହ୍ୟ ସଂସ୍କୃତି ଓ ପରମ୍ପରାର କୁ ନେଇ ଉତ୍ସବର ତ୍ରିବେଣୀ ସଙ୍ଗମ , ଏହି ବାଙ୍କୀ ମହୋତ୍ସବକୁ ବାଙ୍କୀ ବାସୀ ବେଶ ଆଗ୍ରହର ସହିତ ଅପେକ୍ଷା କରି ରହିଥାନ୍ତି !


