Site icon Awaj Media

ବାଙ୍କୀ ମହୋତ୍ସବ ର ଉଦଯାପନୀ ସନ୍ଧ୍ୟା : କଚେରୀ ପଡିଆରେ ଜନ ସମୁଦ୍ର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗଣପର୍ବ କୁମାର ପୂର୍ଣିମା ଅବସରରେ ଚାଲିଥିବା ବାଙ୍କୀ ମହୋତ୍ସବ ଉଦଯାପିତ ହୋଇଯାଇଛି ! ରଙ୍ଗାରଙ୍ଗ ପରିବେଶ ରେ ପାଞ୍ଚ ଦିନ ଧରି ଆୟୋଜିତ ବାଙ୍କୀ ମହୋତ୍ସବ ସମୟରେ କଚେରୀ ପଡିଆରେ ଦେଖିବାକୁ ମିଳିଥିଲା ଜନ ସମୁଦ୍ର ! ଅନ୍ତିମ ଦିନରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ବାଙ୍କୀ ମହୋତ୍ସବର ଗାରିମା କୁ ପ୍ରଶଂସା କରିଥିଲେ !

Exit mobile version