Site icon Awaj Media

ସୁକିନ୍ଦା ମୁଖ୍ୟ ରାଜପଥରେ ବସ ଓ ଟ୍ରକ୍ ଦୁର୍ଘଟଣା , ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମୁଖ୍ୟ ରାଜପଥରେ ବସ ଓ ଟ୍ରକ୍ ଦୁର୍ଘଟଣା , ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ! ସୁକିନ୍ଦା ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାରେ ବୀଣାପାଣି ମେଡିସିନ ଷ୍ଟୋର ସାମ୍ନା ରେ ବସ ଓ ଟ୍ରକ୍ ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ସୂଚନା ମୁତାବକ ଶ୍ରୀ ମନ୍ଦିର ବସ ଭୁବନେଶ୍ଵର ରୁ କାମାକ୍ଷା ଅଭିମୁଖେ ଯାଉଥିବା ବେଳେ ବୀଣାପାଣି ମେଡିସିନ ଷ୍ଟୋର ସାମ୍ନା ମୁଖ୍ୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ୍ ବସ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ! ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

 

Exit mobile version