ଡଙ୍ଗାବୁଡ଼ି : ଭାଉଜ ମୃତ, ନଣନ୍ଦ ଉଦ୍ଧାର !!! Awaj Media 2 years ago Spread the loveଖଲିକୋଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରସାମ୍ୟ ହରାଇ ଟାମ୍ପରା ହ୍ରଦରେ ବୁଡ଼ିଗଲା ଡଙ୍ଗା ! ନଣନ୍ଦ ଓ ଭାଉଜ କାଠ ଆଣିବା ପାଇଁ ଯିବା ବେଳେ ଅଘଟଣ ! ଡଙ୍ଗାବୁଡ଼ି ଘଟଣାରେ ଭାଉଜ ମୃତ, ନଣନ୍ଦ ଉଦ୍ଧାର ହୋଇଥିବା ସୂଚନା !