ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ବେପରୁଆ ଗାଡି ଚାଳନା ର କରୁଣ ପରିଣତି ! ବେପରୁଆ ଗାଡି ଚାଳନା ରୁ ଘଟିଲା ଦୁର୍ଘଟଣା ! ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ, କଲ୍ୟାଣପୁର ପଂଚାୟତ ଠାରେ ଖରାଶ୍ରୋତା ନଦୀପଠାରେ ବାଲି ଉଠାଣ ସମୟରେ ଘଟିଛି ଦୁର୍ଘଟଣା ! ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର , ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି 108 ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି !
ବେପରୁଆ ଗାଡି ଚାଳନା ର କରୁଣ ପରିଣତି !!!

