Site icon Awaj Media

ଟିମ୍ ଇଣ୍ଡିଆ କୁ ଶୁଭେଚ୍ଛା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାସନ୍ତୀ ପବ୍ଲିକ ସେଣ୍ଟର୍ ପକ୍ଷରୁ ପୁରୁଷ କ୍ରିକେଟ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।ଭାରତ ପୁରୁଷ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଙ୍କ ସମେତ ପୁରା ଦଳ କୁ ଶୁଭେଚ୍ଛା ଜଣେଇବା ସହିତ ଭାରତ ୱାଲ୍ଡ କପ୍ ବିଜୟ ହବ ବୋଲି ଆଶା ବ୍ୟକ୍ତ କରିଛନ୍ତି ପ୍ରତିଷ୍ଠାତା ବାସନ୍ତୀ ପଟ୍ଟନାୟକ ।

Exit mobile version