ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନିଶା ହେଲା କାଳ , ଶେଷରେ ଚାଲିଗଲା ଜୀବନ ! ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥା ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପାଖରେ ଥିବା ୧୩୩ କେ.ଭି ବିଦ୍ୟୁତ୍ ଖୁଣ୍ଟ ରେ ଚଢି ଯାଇଥିଲେ ! ଦୀର୍ଘ ୧ ଘଣ୍ଟା ରୁ ଅଧିକ ସମୟ ଖୁଣ୍ଟ ଉପରେ ରହି ସେଠାରେ ବିଭିନ୍ନ କୌଶଳ ଦେଖାଇ ତଳକୁ ଓହ୍ଲାଉ ଥିବା ସମୟରେ ବିଦ୍ୟୁତ୍ ଆଘାତରେ ଖସି ପଡିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି l
ନିଶା ହେଲା କାଳ , ଶେଷରେ ଚାଲିଗଲା ଜୀବନ !!!

