ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆମ ବ୍ୟାଙ୍କ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ! ବାଙ୍କୀ ନିକଟସ୍ଥ ବରପୁଟ ପଂଚାୟତ ରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆମ ବ୍ୟାଙ୍କ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କାର୍ଯ୍ୟକ୍ରମ ଅବସରରେ ବାଙ୍କୀ ବ୍ଲକ ବିଡିଓ ମନସ୍ୱିନୀ ଦାଶ, କନିଷ୍ଠ ଯନ୍ତ୍ରୀ ଶାଶ୍ଵତୀ ପ୍ରଧାନ, ଅଶୋକ ମିଶ୍ର ଯୋଗ ଦେଇଥିବା ସମୟରେ ସ୍ଥାନୀୟ ବରପୁଟ ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ମିଶ୍ର, ବିଜୟ କୁମାର ପ୍ରତିହାରୀ ଏବଂ ସଦାଶିବ ଦାଶ ପ୍ରମୁଖ ଉପସ୍ଥିତ ରହି ଲୋକାଭିମୁଖୀ କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।
ବରପୁଟ ପଂଚାୟତ ରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆମ ବ୍ୟାଙ୍କ ର ଉଦଘାଟନ !!!

