Site icon Awaj Media

ଦରଦୀ ବନ୍ଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା କଟକ ସଦର ବ୍ଲକ୍ ଅଂଚଳର ସାମାଜିକ ସଂଗଠନ “ଦରଦୀ ବଂଧୁ ଫାଉଣ୍ଡେସନ୍” ପକ୍ଷରୁ ଚଳିତ ଡିସେମ୍ବର ମାସ ଦଶ ତାରିଖ ରବିବାର ଦିନ ତେଲଦିଆ, ସୋମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବାକୁ ଯାଉଛି । ଏହି ଶିବିର ରେ ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିବାକୁ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣରେ ନିବେଦନ କରାଯାଇଛି ।

 

Exit mobile version