ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଛା ଥାନା ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ ନିଜ ସ୍ତ୍ରୀ କୁ ହତ୍ୟା କରି କଟାମୁଣ୍ଡ ଧରି ବାଣୀଗୋଛା ଥାନାରେ ପହଞ୍ଚିଥିବା ସୂଚନା । ପରକ୍ରିୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀ କୁ ହତ୍ୟା କରିଛି । ଵାଣିଗୋଚ୍ଛା ପୋଲିସ ବିଡାପାଜୁ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ !!!

