Site icon Awaj Media

ବାଣପୁର ରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ମା ମେଘମ୍ବରୀ ଧର୍ମଶାଳା ଠାରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମଧ୍ୟରେ ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆସିଷ୍ଟାଣ୍ଡ ଡାଇରେକ୍ଟର ହଟିକଲଚର ଖୋର୍ଦ୍ଧା ସ୍ମିତା ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିପିସି ରଶ୍ମିତା ଇନ୍ଦ୍ରଜିତ, ବାଣପୁର ହଟିକଲଚର ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ମହାରଣା, ସିଡିପିଓ ପ୍ରମୁଖ ଯୋଗଦେଇ କୃଷି ସମ୍ପର୍କ ରେ ଆଲୋଚନା କରିଥିଲେ ।।

Exit mobile version