Site icon Awaj Media

କଳାପଥର ରେ କଟକ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ର ଚା ଖଟି କାର୍ଯ୍ୟକ୍ରମ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ର ବିଭିନ୍ନ ଜାଗାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଚା ଖଟି କାର୍ଯ୍ୟକ୍ରମ ହେଉଥିବା ବେଳେ କଳାପଥର ବିଜେପି ଯୁବମୋର୍ଚ୍ଚା ର ପୂର୍ବତନ ସଭାପତି ତଥା ଅଞ୍ଚଳ ର ଯୁବନେତା ବିଶ୍ୱଜିତ ବିଶ୍ୱାଳ ଙ୍କ ନେତୃତ୍ୱ ରେ କଟକ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଜଗନ୍ନାଥ ନାୟକ, ରାଜ୍ୟ ସଂଯୋଜକ କାଳନ୍ଦୀ ବେହେରା, ସୁନୀଲ ସାହୁ ଙ୍କ ଉପସ୍ଥିତି ରେ ଯୁବ ସଂଗଠନ କୁ କିପରି ଆଗକୁ ନିଆଯିବ ଏହା ଉପରେ ଆଲୋଚନା ସହ ଏକ ଚା ଖଟି ର ଆୟୋଜନ କରାଯାଇଥିଲା ! ଆଗାମୀ ଦିନ ରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ଯୁବମୋର୍ଚ୍ଚା ତାର ଜୋରଦାର ପ୍ରସ୍ତୁତ ଆରମ୍ଭ କରିସାରିଛି !

Exit mobile version