Site icon Awaj Media

ଉଦଯାପିତ ହେଲା ତୃତୀୟ ପଦ୍ମପୁର ଲୋକ ମହୋତ୍ସବ !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ଠାରେ ଆୟୋଜିତ ହେଉଥିବା ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉଦଯାପିତ ହୋଇ ଯାଇଛି ! ପଦ୍ମପୁର ଟାଉନ କ୍ଲବ ଏହି ଉତ୍ସବ କୁ ଆୟୋଜନ କରିଥିଲେ ! ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ରେଙ୍ଗାଲି ବିଧାୟକ ନାଉରି ନାଏକ ଏବଂ ଛତିଶଗଡ ମହାଶମୁନ୍ଦ ସାଂସଦ ଉପସ୍ଥିତ ଥିଲେ ! ସମ୍ମାନିତ ଅତିଥି ରୂପେ ପଦ୍ମପୁର ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଇରାଶିଷ ଆଚର୍ଯ୍ୟ ଯୋଗଦାନ କରିଥିଲେ ! ପରିଶେଷରେ ଟାଉନ କ୍ଲବ ସଭାପତି ପ୍ରିତେଶ ବହିଦାର ତାଙ୍କର ଅଭିଭାଷଣ ଦେଇଥିଲେ ଏବଂ କୁନାଲ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ! ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଧ୍ୟାପକ କେଶରଞ୍ଜନ ପ୍ରଧାନ , ଅଶୋକ ବହିଦାର, ପ୍ରତାପ ନାଥ, ସୁରେନ୍ଦ୍ର ସାହୁ, ହରି ସିଂ, ଟାଉନ କ୍ଲବ ର ସଦସ୍ୟ ମାନେ ସମସ୍ତେ ସହଯୋଗ କରିଥିଲେ !

Exit mobile version