ବାଉଁସେନମୁରା ଠାରେ ସ୍ବେଛାକୃତ ରକ୍ତଦାନ ଶିବିର !!! Awaj Media 2 years ago Spread the loveବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଭଟଲି ନିର୍ବାଚନ ମଣ୍ଡଳୀ ସୋହେଲା ବ୍ଲକ ବାଉଁସେନମୁରା ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି !