Site icon Awaj Media

ସିନେ ତାରକା ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ପଡିଲା ପୂର୍ଣ୍ଣଛେଦ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରତୀକ୍ଷାର ଅନ୍ତ ଘଟିଲା ! ସିନେ ତାରକା ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ପଡିଲା ପୂର୍ଣ୍ଣଛେଦ। ବିବାହ ବିଚ୍ଛେଦ କୁ ଅନୁମତି ଦେଲେ ହାଇକୋର୍ଟ ! ବର୍ଷା ଅନୁଭବ ହେବେ ଅଲଗା , ତଳ କୋର୍ଟ ପୂର୍ବ ରୁ ଏହି ବିବାହ ବିଚ୍ଛେଦ ଆବେଦନ କୁ ଖାରଜ କରିଥିଲେ ! ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ , କୋର୍ଟ ଏହି ଆବେଦନ କୁ ଗ୍ରହଣ କରି ବିଚ୍ଛେଦ ପାଇଁ ଦେଲେ ଅନୁମତି !

Exit mobile version