Site icon Awaj Media

ଡ୍ରାଇଭର ମହାସଂଘର ଜୋରଦାର ପ୍ରତିକ୍ରିୟା : ଆରମ୍ଭ ହେଲା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ହିଟ ଆଣ୍ଡ ରନ ରେ ନୂଆ ନିୟମକୁ ନେଇ ଡ୍ରାଇଭର ମହାସଂଘର ଜୋରଦାର ପ୍ରତିକ୍ରିୟା ! ଆରମ୍ଭ ହେଲା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ! ଲୋକମାନେ ନାହିଁ ନଥିବା ହଟହଟା , ଗାଡି ଚଳାଚଳ ଠପ ହେବା କାରଣରୁ ଜନସାଧାରଣ ବହୁତ ଅସୁବିଧା ଭୋଗୁଛନ୍ତି ! ଗାଁ ଗହଳି ରୁ ରୋଗୀ ମାନେ ଆଉ ମେଡିକାଲ ଆସି ପlରୁନାହାନ୍ତି ! ପରିବା ଦର ଆକାଶ ଛୁଆଁ ହେଲାଣି ! ଗରିବ ଲୋକମାନେ ଚଳିବାକୁ ହେଲେଣି ଅସମର୍ଥ ! ଶ୍ରମିକ ମାନେ କାମ ଟିକେ ପାଇଁ ହଇରାଣ ହରକତ ହେଉଛନ୍ତି ଆନ୍ଦୋଳନ ପାଇଁ ! ଅନ୍ୟ ପକ୍ଷରେ ସରକାର ପ୍ରଣୀତ ଆଇନ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଦେଇଛନ୍ତି ଚେତାବନୀ !

Exit mobile version