Site icon Awaj Media

ଗୋପାଳ ସମାଜର ଦଶ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ହାଟ ସ୍ଥିତ ଆଡିଆ ମହାଦେବ ଙ୍କ ପ୍ରାଙ୍ଗଣରେ ଗୋପାଳ ସମାଜର ଦଶ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଲୋଚ୍ୟ ବିଷୟ ଦଶ ରାଜ୍ୟ ବାର୍ଷିକ ସାଧାରଣପରିଷଦ ବୈଠକ।ଆୟ ବେୟ ହିସାବ, ସଦସ୍ୟ ଚାନ୍ଦା ଆଦାୟ, ପୁସ୍ତକ ପ୍ରକାଶନ ସମ୍ପର୍କ ରେ ଆଲୋଚନା। ଏହି କାର୍ଯ୍ୟକ୍ରମ ରେ ଖଣ୍ଡପଡା ସଭାପତି ତଥା ଦଶ ରାଜ୍ୟ ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ସୁରେଶ୍ୱର ବେହେରା,ବଡମ୍ବା ସଭାପତି ଶ୍ରୀ ହରିହର ବେହେରା, ନରସିଂହପୁର ସମ୍ପାଦକ ନିରଞ୍ଜନ ବେହେରା, ତିଗିରିଆ ସଭାପତି କାଳିଚରଣ ବେହେରା,ଅନିରୁଦ୍ଧ ବେହେରା,କୋଷାଧକ୍ଷ କାଁହୁଚରଣ ବେହେରା,ମହନ୍ତ ରବୀନ୍ଦ୍ର କୁମାର ଦାଶ, ମହନ୍ତ ବାବୁଲା ଦାଶ,ଆଠଗଡ ସଭ୍ୟ ମାନେ ଏବଂ ସରଣ୍ଡାଗଡ଼ ସଭାପତି ନିକୁଞ୍ଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ !

Exit mobile version