Site icon Awaj Media

ଶଙ୍ଖାମେରୀ ଗ୍ରାମରେ ଅର୍ପଣ ରଥ ଭ୍ରମଣ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ଅନ୍ତର୍ଗତ ଶଙ୍ଖାମେରୀ ପଂଚାୟତ ରେ ଏବଂ କନ୍ତପଡ଼ା ଗ୍ରାମରେ ଶ୍ରୀ ଜଗନ୍ନାଥ ଙ୍କ ଅର୍ପଣ ରଥ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ରେ ବଡମ୍ବା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ସରପଞ୍ଚ ମାନସ ମୁଦୁଲି ଙ୍କ ସମେତ ଗ୍ରାମର ବହୁ ଜନସାଧାରଣ ଖୋଳ, ଝଞ୍ଜାରୀ ଏବଂ ମୃଦଙ୍ଗ ଧରି ଠାକୁରଙ୍କ ନାମ ସଂକୀର୍ତ୍ତନ କରି ବେଶ ଉଲ୍ଲାସରେ ଗ୍ରାମ ପରିକ୍ରମା କରିଛନ୍ତି । ବ୍ଲକ ର ନୋଡାଲ ଅଫିସର ଙ୍କ ସମେତ , ଭି ଏଲ ଡବ୍ଲୁ, ଜି ଆର ଏସ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version