ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଟୋଲକାନି ଗ୍ରାମରେ ମା ଖଣ୍ଡୁରାଇ ପୂଜା କମିଟି ଦ୍ବାରା ମା ଖଣ୍ଡୁରାଇ ପୀଠ ରେ ଆୟୋଜିତ ହୋଇଯାଇଛି ନବମ ବାର୍ଷିକ ମକର ମେଳା ଉତ୍ସବ । ବହୁ ଆଡମ୍ବର ରେ ପାଳିତ ହେଇଯାଇଛି ଏହି ଉତ୍ସବ । ଆୟୋଜିତ ଉତ୍ସବ ରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଗୁରୁ ଦାୟିତ୍ଵ ତୁଲାଇଥିଲେ
ଅଜୟ କୁମାର ସାହୁ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି !
ମା ଖଣ୍ଡୁରାଇ ପୀଠ ରେ ନବମ ବାର୍ଷିକ ମକର ମେଳା ଉତ୍ସବ !!!

